ରାଜ୍ୟରେ ୧୬ ହାତୀ ଶିକାର କରିଥିବା ରଜାକ ଖାଁ ଗିରଫ

ଖୋର୍ଦ୍ଧା: ରାଜ୍ୟରେ ଗତ କିଛି ମାସ ଧରି ଚାଲିଥିବା ହାତୀମଡ଼କ ଘଟଣାରେ ଏକ ଚାଞ୍ଚଲ୍ୟକର ମୋଡ ଆସିଛି। ଆଜି ରାଜ୍ୟ ସରକାରଙ୍କ ଗଠିତ ଏସ୍ଆଇଟି ଖୋର୍ଦ୍ଧାର ବେଗୁନିଆ ଥାନା ଅଞ୍ଚଳରୁ ରଜାକ ଖାଁନ ନାମକ ଜଣେ ଶିକାରୀକୁ ଗିରଫ କରିବା ସହ ବିପୁଳ ହାତୀଦାନ୍ତ ଜବତ କରିଥିବା ଜଣାଯାଇଛି। ଗିରଫ ବ୍ୟକ୍ତି ଜଣକ ଆଠଗଡ଼ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ୧୬ଟି ହାତୀ ଶିକାର ମାମଲାରେ ସମ୍ପୃକ୍ତ ରହିଥିବା ସୂଚନା … Continue reading ରାଜ୍ୟରେ ୧୬ ହାତୀ ଶିକାର କରିଥିବା ରଜାକ ଖାଁ ଗିରଫ